Jump to content

ପଡ଼ି ଉଠି ପଳାଇବା

ଉଇକିଅଭିଧାନ‌ରୁ

ପଡ଼ି ଉଠି ପଳାଇବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଅତି ଉଦ୍ୱେଗରେ ବାଧା ବିଘ୍ନ ନ ଗଣି କୌଣସି ସ୍ଥାନ ତ୍ୟାଗ କରିବା —To leave a place in hot haste.

ଘଟୋତ୍କଚ ସଙ୍ଗରୁ ଯୁଦ୍ଧ ଛାଡି ଦେଇ, ପଳାଇଲେ ପଡି କଠି ହେ ନରସାଇଁ କୃଷ୍ଣସିଂହ. ମହାଭାରତ. ଭୀଷ୍ମ