ପଡ଼ି କାଟ
ଦେଖଣା
ପଡ଼ି କାଟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଡ଼ି କାଟ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଦୈନିକ ଖଞ୍ଜା ଥିବା ପଡି ବା ଖାଦ୍ୟର ଅପ୍ରାପ୍ତି —୧. Lack or deprivation of the daily supply or dole given out to a person; non-receipt of one's daily dole.
- ୨. (ଲକ୍ଷଣାର୍ଥ) ଭୋଜନାଭାବ —୨. (figurative) Lack of one's daily food or supply.