ପଡ଼ି ଭାତ
ଦୈନିକ ଖଞ୍ଜା ବା ନିର୍ଦ୍ଧିଷ୍ଟ ଅନ୍ନ — Daily quota or dole of boiled rice.
ଚଉଦ ବ୍ରହ୍ମାଣ୍ଡେ ଯେତେକ ସବୁଙ୍କୁ ଦେଉ ପଡ଼ି ଭାତ ପ୍ରାଚୀ, ନିର୍ଗୁଣ ମାହାତ୍ମ୍ୟ