Jump to content

ପଡ଼୍ ପ଼ଡ଼୍

ଉଇକିଅଭିଧାନ‌ରୁ

ପଡ଼୍ ପ଼ଡ଼୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ଧ୍ୱନ୍ୟନୁକରଣ)

[ସମ୍ପାଦନା]
୧. ପଡ଼ ପଡ଼ ଶବ୍ଦ — ୧. Crackling sound.

(ଯଥା—ସେ ବେତରେ ରାମକୁ ପାଞ୍ଚପାହାର ପଡ଼୍ ପଡ୍ କରି ପିଟି ପକେଇଲା)


ପଡ୍, ପଡର୍ ପଡ଼ର୍, ପଡ଼ପାଡ଼୍, ପଡ଼ାକ୍, ପଡ଼ାତ୍ଅନ୍ୟରୂପ

୨. ଲୁଗା ଚିରିଯିବା ବା ଫାଟିଯିବାର ଶବ୍ଦ — ୨. Sound produced by the ripping of a cloth.
୩. ବାରଂବାର ଅଧୋବାୟୁ ନିର୍ଗମନର ଶବ୍ଦ — ୩. Sound made by repeated loud discharge of wind from the anus.

[ଦ୍ରଷ୍ଟବ୍ୟ —ପଡ଼ ପଡ଼ ଅପେକ୍ଷା ଛୋଟ ଶବ୍ଦ ପୁଡ଼୍ପାଡ୍; ପୁଡ୍ ପୁଡ୍]