Jump to content

ପଢ଼ା

ଉଇକିଅଭିଧାନ‌ରୁ

ପଢ଼ା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଠ୍ ଧାତୁ)

[ସମ୍ପାଦନା]
୧. ପଠନ — ୧. Reading.
୨. ଶୁଆସାରୀଙ୍କର ପଦ ବୋଲିବା — ୨. Recitation by parrots and myna birds.
୩. ଶିକ୍ଷା —୩. Learning.
୪. ସନ୍ଥ; ଛାତ୍ରକୁ ଦିଆଯିବା ଦୈନିକ ପାଠ —୪. Lesson.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ପଠିତ; ପଠିତ ହୋଇଥିବା — ୧. Read; learnt.
୨. ପଢୁଆ; ପଢୁଥିବା —୨. Reading.
୩. ଯେଉଁ ଶୁଆ ବା ସାରୀ ପଦ ଧରି ବୋଲୁଥାଏ — ୩. Reciting words; talking (parrot or myna)

ପିଞ୍ଜର ମଣ୍ଡନ ପଢ଼ା ସାରିବା ପଢ଼ା ଛାଡ଼ି କଲେ ମଣ୍ଡୁ କ ଡକା କବିସୂର୍ଯ୍ୟ. କବିତା

୪. ପାଠୁଆ; ଶିକ୍ଷିତ —୪. Learned; educated.