Jump to content

ପଢ଼ାବନ୍ତି

ଉଇକିଅଭିଧାନ‌ରୁ

ପଢ଼ାବନ୍ତି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପ୍ରାଚୀନ ପ୍ରୟୋଗ) କ୍ରି. (ସଂସ୍କୃତ - ପଠ୍ ଧାତୁ)

[ସମ୍ପାଦନା]

(ପଢ଼ିବା କ୍ରିୟାର ଣିଜନ୍ତ ପଢ଼ାନ୍ତିର ବିକଳ୍ପରୂପ) (ସେ ବା ସେମାନେ) ଅଧ୍ୟାପନ କରନ୍ତି —Do teach (An obsolete from of Paṟḍ̠ẖānti).

ଅନେକ ଯତନ କରି ପଢ଼ାବନ୍ତି ମୁନି ପ୍ରତାପ ବିଶେଷଣ