Jump to content

ପଢ଼ାସଙ୍ଗ

ଉଇକିଅଭିଧାନ‌ରୁ

ପଢ଼ାସଙ୍ଗ

ଉଚ୍ଚାରଣ

[ସମ୍ପାଦନା]

(ପଢ଼ାସଙ୍ଗୀ, ପଢ଼ାସାଙ୍ଗ, ପଢ଼ାସାଙ୍ଗୀ, ପଢୁଆସାଙ୍ଗୀ, ପଢୁଆସାଙ୍ଗ, ପଢୁଆ — ସାଙ୍ଗୀ—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଠନ ସଙ୍ଗୀ)

[ସମ୍ପାଦନା]

ସହାଧ୍ୟାୟୀ; ସହପାଠୀ — Class-mate; class-friend.