Jump to content

ପଢୁଆଁ

ଉଇକିଅଭିଧାନ‌ରୁ

ପଢୁଆଁ

ଉଚ୍ଚାରଣ

[ସମ୍ପାଦନା]

(ପୋଢୁଆଁ, ପୋଢୁହାଁ, ପୋରୁଆଁସ ପୋରୁହାଁ—ଅନ୍ୟରୂପ)

  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ପ୍ରଥମ; ପ୍ରା. ପଢ଼ଅଁ)

[ସମ୍ପାଦନା]

ପୋଢୁଆଁ; ପ୍ରଥମ ଜାତ ସନ୍ତାନ —First born; eldest (son).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପ୍ରଥମଜାତ ସନ୍ତାନ —Eldest born child.