ପଢୁଆଁ ଅଷ୍ଟମୀ
ମାର୍ଗଶିର କୃଷ୍ଣ ଅଷ୍ଟମୀ — The ୮th day of the dark fortnight of the month of Mārgaṡira.
[ଦ୍ରଷ୍ଟବ୍ୟ —ଏ ଦିନ ପରିବାରର ଜ୍ୟେଷ୍ଠ ସନ୍ତାନ ମାନେ ନୂଆ ଲୁଗା ପିନ୍ଧନ୍ତି ଓ ପରିବାରର ପିଠାପଣା ହୁଏ]