Jump to content

ପଣକାହାଣିଆଁ

ଉଇକିଅଭିଧାନ‌ରୁ

ପଣକାହାଣିଆଁ

ଉଚ୍ଚାରଣ

[ସମ୍ପାଦନା]

(ପଣ କାହାଣିକିଆ—ଅନ୍ୟରୂପ)

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ବିପଦରୁ ରକ୍ଷା ପାଇବା ପାଇଁ ଯେଉଁ ବ୍ୟକ୍ତି ଉଚିତ ସମୟରେ ପଣେ ଖରଚ ନକରି କଥା ବଳି ପଡ଼ିଲେ କାହାଣେ ଖରଚ କରିବାକୁ ବାଧ୍ୟ ହୁଏ; କୃପଣ (ବ୍ୟକ୍ତି) — ୧. Penny-wise pound-foolish (person); close-fisted; one who instead of spending one anna in time spends one rupee when the proper time is over, to save himself from danger.
୨. (ଲକ୍ଷଣାର୍ଥ) ଅତ୍ୟଧିକ ଆଡ଼ମ୍ୱରଯୁକ୍ତ (ଯେ ପଣେ ଖରଚ ହେବା ସ୍ଥାନରେ କାହାଣେ ଖରଚ କରେ) — ୨. (figurative) Ostentatious; unduly showy

ଯଥା— ତୁମର ଏ ପଣକାହାଣିଆ ବେଭାରକୁ ମୁ କି ପାତ୍ର?