Jump to content

ପଣନ୍ତ

ଉଇକିଅଭିଧାନ‌ରୁ

ପଣନ୍ତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ପଣତ କାନି, ପଣନ୍ତ କାନିଅନ୍ୟରୂପ

=== ଦେଶଜ - ବିଶେଷ୍ୟ -(ସଂସ୍କୃତ - ପଟାନ୍ତ; ପଟପ୍ରାନ୍ତ; ପ୍ରା. ପଡ଼ନ୍ତ; ପାଲୀ. ପନ୍ତ)

୧. ପିନ୍ଧିବା ବସ୍ତ୍ରର ଶେଷଭାଗ; ବସ୍ତ୍ରାଞ୍ଚଳ — ୧. The end of a wearing cloth.
୨. ଲୁଗାର ଗୋଟିଏ ଅଂଶ ବା ଅର୍ଦ୍ଧ — ୨. One half of a cloth.

ଦମୟନ୍ତୀଙ୍କ ଲୁଗା ପଣତ ପିନ୍ଧିଲେ କୃଷ୍ଣସିଂହ ମହାଭାରତ. ବନ

ଦେଶଜ - ବିଶେଷଣ - (ସଂସ୍କୃତ - ଅନ୍ତ)

[ସମ୍ପାଦନା]

ଅନ୍ତ୍ୟ; ଅନ୍ତିମ —Last

(ଯଥା—ପଣତ କାଳ)

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଯେଉଁ ପଟାମାନେ ଯୋଡ଼ା ହୋଇ ଗୋଟିଆ ଶଗଡ଼ର ଅରହୀନ ଚକ ତିଆରି ହୋଇଥାଏ — The planks which from the soild wheel of a Goṭiā cart.