Jump to content

ପଣସ

ଉଇକିଅଭିଧାନ‌ରୁ

ପଣସ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପନସ; ପ୍ରା. ପଣମ)

[ସମ୍ପାଦନା]

ବୃହତ୍ କଣ୍ଟକାଚ୍ଛାଦିତ ଖାଦ୍ୟ ଫଳ ଓ ତହିଁର ଅକଣ୍ଟକ ଗଛ —Jack fruit; Autocarpus Integrifolius.

[ଦ୍ରଷ୍ଟବ୍ୟ — ଏହା କଞ୍ଚା ବେଳେ ତରକାରୀ ହୁଏ ପାଚିଲେ ଏଥିର ଫୁଟରୁ ମଞ୍ଜିକୁ କାଢ଼ି ପକାଇ ଖୋସା ଖିଆଯାଏ ଓ ମଞ୍ଜିକୁ ତରକାରୀ କରି ଖିଆ ଯାଏ ଏଥିର କାଠ ହଳଦିଆ ଓ ଗଣ୍ଠିଆ କସି ପଣସକୁ ପଣସ କଠା ବୋଲାଯାଏ]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କ୍ରୟ ବିକ୍ରୟର ବସ୍ତୁ; ପଣ୍ୟ ଦ୍ରବ୍ୟ; ସଉଦା (ହିନ୍ଦୀ - ଶ) — Commodity; merchandise.