Jump to content

ପଣସ ଚକଟା

ଉଇକିଅଭିଧାନ‌ରୁ

ପଣସ ଚକଟା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପାଚିଲା ପଣସ ଭିତରେ ଥିବା ସୁସ୍ୱାଦୁ ଫୁଟ ଗୁଡ଼ିକ ପାଣି ବା ଦୁଧ ସଙ୍ଗେ ଚକଟି ପ୍ରସ୍ତୁତ କରାଯିବା ତରଳ ଖାଦ୍ୟ —A gruelly food prepared by pressing the juice out of the pulpy capsule of the jack fruit.