ପଣସ ପେଟା
(ପଣସ ପେଟିଆ—ଅନ୍ୟରୂପ)
(ପଣସ ପେଟୀ, ପଣସ ପେଟେଈ—ସ୍ତ୍ରୀ)
ପୁରୁଷଙ୍କୁ ଦିଆଯିବା ଏକପ୍ରକାର ଗାଳି; ବଡ଼ ପେଟିଆ —A term of abuse applied to males; potbellied.