Jump to content

ପଣାଙ୍ଗନା

ଉଇକିଅଭିଧାନ‌ରୁ

ପଣାଙ୍ଗନା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ମ. ପ. ଲୋ; କର୍ମଧା; ପଣ=ମୂଲ୍ୟଦ୍ୱାରା ଗୃହୀତା ଅଙ୍ଗନା)

[ସମ୍ପାଦନା]
୧. ବରପକ୍ଷଠାରୁ ମୂଲ୍ୟ ଗ୍ରହଣପୂର୍ବକ ପିତା ଯେଉଁ କନ୍ୟାକୁ ଦେଇଥାନ୍ତି —୧. A bride for whom thefather receives price.
୨. ବେଶ୍ୟା —୨. Prostitute