Jump to content

ପଣାୟିତ

ଉଇକିଅଭିଧାନ‌ରୁ

ପଣାୟିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପଣ୍ ଧାତି+ଆୟ+କର୍ମ. ତ)

[ସମ୍ପାଦନା]
୧. ସ୍ତୁତ —୧. Prayed.
୨. ପ୍ରଶଂସିତ —୨. Praised.
୩. ବ୍ୟବହୃତ —୩. Used.
୪. ବିକ୍ରିତ —୪. Sold.
୫. କ୍ରୀତ —୫. Purchased.
୬. ବର୍ଣ୍ଣିତ —୬. Described.