ପଣି
ଦେଖଣା
ପଣି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଣ)
[ସମ୍ପାଦନା]ଟଙ୍କାମୁଣ୍ଡେ ଅଣାଏ ବା କାହାଣମୁଣ୍ଡେ ପଣେ ହିସାବରେ ନିର୍ଦ୍ଧାରିତ ରାଜସ୍ୱ ବା କମିଶନ୍ —Rent or commission calculated at the rate of one Paṇa for every Kāhāṇa of one sixteenth.
ଦେଶଜ - ବିଶେଷଣ -
[ସମ୍ପାଦନା]ପଣିଆ (ଦେଖ) - —Paṇiā (See)
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]ପଣ (ଦେଖ) - —Paṇa (See)
ବିଶେଷଣ -
[ସମ୍ପାଦନା]ଏତେ ପାଉଣ୍ଡ ଓଜନର —Of the weight of so many pounds.