ପଣିଅଜା
(ପଣିଆଈ—ସ୍ତ୍ରୀ)
ପଣଅଜା — Great great grandfather.
ତୁମ୍ଭର ପଣିଅଜା ସହଦେବଙ୍କର ନୋହିଁ ତ ଥିଲା ପୂର୍ବୂ ଏ କଥା ଗୋଚର କୃଷ୍ଣସିଂହ, ମହାଭାରତ, ସଭା