Jump to content

ପଣିଆଁ

ଉଇକିଅଭିଧାନ‌ରୁ

ପଣିଆଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପଣିୟା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -(ବିଶେଷ୍ୟ ଓ ବିଶେଷଣ ପରେ ଭାବାର୍ଥ ପ୍ରତ୍ୟୟ; ଯଥା

[ସମ୍ପାଦନା]

ମନୁଷ୍ୟପଣିଆ; ସୁନ୍ଦରପଣିଆଁ —An Oria suffix meaning the state of (like the English ness in manliness).

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଅନ୍ୟ ସଂଖ୍ୟାବାଚକ ଶବ୍ଦ ସଙ୍ଗେ ଯୁକ୍ତା)— ପଣ ସଂକ୍ରାନ୍ତି —୧. Relating to a Paṇa.

(ଯଥା—ଏ ବର୍ଷ ଆମଆଡ଼େ ଚାରିପଣିଆ ଫସଲ ହୋଇଅଛି)

୨. ପାଉଣ୍ଡିଆ; ପାଉଣ୍ଡସଂକ୍ରାନ୍ତ — ୨. Relating to pound (weight).

(ଯଥା—୨ ପଣି ଫୁଲସ୍କାପ୍ କାଗଜ [ ଯେଉଁ ଏକ ରିମ୍ କାଗଜର ଓଜନ ୨ ପାଉଣ୍ଡ])