Jump to content

ପଣିଲଇ

ଉଇକିଅଭିଧାନ‌ରୁ

ପଣିଲଇ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଜଙ୍ଗଲରେ ଛାୟାଯୁକ୍ତ ଓ ଶୀତଳ ସ୍ଥାନରେ ତଳେ ମାଡ଼ିବା ଲତାବିଶେଷ —A kind of tenacious wild creeper growing in shady and cool places.

[ଦ୍ରଷ୍ଟବ୍ୟ —ଏହାର ପତ୍ରର ଆକୃତି ଟଙ୍କାର ଆକୃତି ପରି ଏହା ଲଇ ରୂପେ ବ୍ୟବହୃତ ହୁଏ]