ପଣେ
ଦେଖଣା
ପଣେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କିଛି ଧାନ — Some money.
ବସ୍ତ୍ର ପଣେ ନିମନ୍ତେଣ ଗୁରୁ ବୋଲାଇବେ ପ୍ରାଚୀ, ଶ୍ରୀଗୁରୁଭକ୍ତିଗୀତା
ଦେଶଜ - ଅ
[ସମ୍ପାଦନା]- ୧. ସଂଖ୍ୟାରେ ଏକପଣ ବା ୮ ଗୋଟା — ୧. Eighty in number.
- ୨. ଏକ ଷୋଡ଼ଶାଂଶ —୨. One sixteenth.
- ୩. ବହୁସଂଖ୍ୟକ —୩. Many.
ଢିଙ୍କି ପଡ଼ିଛି ପଣେ ଶୁଖେଇ ଦବାକୁ ଜଣେ ପ୍ରହେଳିକା