Jump to content

ପଣେଇ ହେବା

ଉଇକିଅଭିଧାନ‌ରୁ

ପଣେଇ ହେବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ପଣ)

[ସମ୍ପାଦନା]
୧. କୌଣସି କାର୍ଯ୍ୟ କରିବାକୁ ପ୍ରତିଜ୍ଞା କରିବା —୧. To resolve to do a thing; to vow to do a thing
୨. ଦୃଢ ପ୍ରତିଜ୍ଞା ସହ କାର୍ଯ୍ୟ କରିବା — ୨. To act with a resolve.