ପଣ୍ଡ
ଦେଖଣା
ପଣ୍ଡ
ଉଚ୍ଚାରଣ
[ସମ୍ପାଦନା]ପଣ୍ଡକ, ପଣ୍ଡଗଅନ୍ୟରୂପ
(ପଣ୍ଡତା, ପଣ୍ଡତ୍ୱ—ବି)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ପଣ୍ଡ୍ ଧାତୁ+ କର୍ତ୍ତୃ ଅ; କିମ୍ୱା ପଣ୍ ଧାତୁ+ ଉ)
[ସମ୍ପାଦନା]- ୧. ବ୍ୟର୍ଥ; ବିଫଳ — ୧. Fruitless; ineffectual.
- ୨. ନପୁଂସକ —୨. Impotent.
- ୩. ନିଷ୍ଫଳ (ବୃକ୍ଷ) —୩. Barren (tree)
- ୪. ଅଣ୍ଡିରା ଗଛ —୪. Male (plant).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗର୍ବ —୧. Pride; arrogance.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୨. ନପୁଂସକ ବ୍ୟକ୍ତି —୨. An eunoch.