ପଣ୍ଡା ଗଛ
ଯେଉଁ ଗଛରେ ଫଳ ହୁଏ ନାହିଁ; ଅଣ୍ଡିରା ଗଛ — A tree which bears no fruit; a male tree.
(ଯଥା—ପଣ୍ଡା ତାଳ; ପଣ୍ଡା ଅମୃତଭଣ୍ଡା)