Jump to content

ପଣ୍ଡା ମାରିବା

ଉଇକିଅଭିଧାନ‌ରୁ

ପଣ୍ଡା ମାରିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଣ୍ଡ)

[ସମ୍ପାଦନା]

(ଧାନଗଛ ପ୍ରଭୃତି) ଅତିରିକ୍ତ ରୂପେ ବଢ଼ିବା; ବଲ୍ହା ହୋଇ ବଢ଼ିବା — (said of paddy planṭs) To grow up very luxuriantly.

[ଦ୍ରଷ୍ଟବ୍ୟ —ଯେଉଁ ଧାନ ଗଛର ପତ୍ର ଆଦି ଅତିରିକ୍ତ ବଢ଼ିଯାଏ ଫଳତଃ ସେ ଗଛରେ ଧାନ ଅଳ୍ପ ଫଳେ]