Jump to content

ପଣ୍ଡିତାଣୀ

ଉଇକିଅଭିଧାନ‌ରୁ

ପଣ୍ଡିତାଣୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପଣ୍ଡିତିଆଣୀ, ପଣ୍ଡିତୁଣୀ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ପଣ୍ଡିତା)

[ସମ୍ପାଦନା]
୧. ପଣ୍ଡିତଙ୍କ ସ୍ତ୍ରୀ —୧. A Pandits wife.
୨. ବିଦୁଷୀ —୨. A learned woman.