ପଣ୍ଡିତାୟମାନ
ଦେଖଣା
ପଣ୍ଡିତାୟମାନ
ଉଚ୍ଚାରଣ
[ସମ୍ପାଦନା](ପଣ୍ଡିତାୟମାନା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ପଣ୍ଡିତ+ ଆଚରଣାର୍ଥେ ଆୟ= ପଣ୍ଡିତାୟ ନାମ ଧାତୁ+ ଶାନ)
[ସମ୍ପାଦନା]ଯେ ପୂର୍ବେ ପଣ୍ଡିତ ନ ଥିଲେ କିନ୍ତୁ ବର୍ତ୍ତମାନ ପଣ୍ଡିତ ପାଲଟି ଅଛନ୍ତି, କିମ୍ୱା ପଣ୍ଡିତ ପରି ଆଚରଣ କରୁ ଅଛନ୍ତି; ହଠାତ୍ ପଣ୍ଡ଼ିତ (ବ୍ୟକ୍ତି); ଭୂସ୍ ପଣ୍ଡିତ — A person who was not formerly a Pandit but has now turned out to be a Pandit; a person who shows himself off as a Pandit; a person professing himself to be a Pandit or passing himself off as a Pandit; pedagoguic.