ପଣ୍ଡିତି
ଦେଖଣା
ପଣ୍ଡିତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ପଣ୍ଡିତାଇ, ପଣ୍ଡିତେଇ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଣ୍ଡିତ୍ୟ)
[ସମ୍ପାଦନା]- ୧. ପଣ୍ଡିତ ପଣିଆଁ —୧. The state or quality of being a pandit.
- ୨. ପଣ୍ଡିତ ଚାକିରି —୨. The post of a retained Pandit.
- ୩. ଶିକ୍ଷକତା —୩. Teachership.
- ୪. ପାଣ୍ଡିତ୍ୟ; ବିଦ୍ଗତ୍ତା —୪. Learning; the state of being learned.
ଅନୁବାଦ
[ସମ୍ପାଦନା](ପଣ୍ଡିତିଆ, ପଣ୍ଡିତେଇ—ଅନ୍ୟରୂପ)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ପଣ୍ଡ଼ିତ ସୁଲଭ; ପଣ୍ଡିତ ଯୋଗ୍ୟ — ୧. Pedantic; becoming a learned man.
- ୨. ପଣ୍ଡିତ ସମ୍ୱନ୍ଧୀୟ —୨. Pertaining to a Pandit.