ପଣ୍ଡିତ ବିଶ୍ୱନାଥ
ଦେଖଣା
ପଣ୍ଡିତ ବିଶ୍ୱନାଥ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଜଣେ ଉତ୍କଳର ପ୍ରସିଦ୍ଧ ସଂସ୍କୃତଜ୍ଞ ପଣ୍ଡିତ — A famous Sanskrit Pandit of Orissa.
[ଦ୍ରଷ୍ଟବ୍ୟ —ଏ 'ସାହିତ୍ୟ ଦର୍ପଣ' ଓ 'ସାହିତ୍ୟ ଦର୍ପଣାଲୋଚନା' ନାମକ ପ୍ରାମାଣିକ ସଂସ୍କୃତ ଅଳଙ୍କାର ଗ୍ରନ୍ଥ ପ୍ରଣୟନ କରିଥିଲେ ଏ ତ୍ରିକଳଙ୍ଗାଧିପତିଙ୍କ ମନ୍ତ୍ରୀ ଥିଲେ (ଜଗବନ୍ଧୁ—ପ୍ରାଚୀନ ଉତ୍କଳ) ଏହାଙ୍କର ପୂର୍ଣ୍ଣ ନାମ ପଣ୍ଡିତ ବିଶ୍ୱନାଥ କବିରାଜ]