ପଣ୍ଡିତ ସଭା
ଦେଖଣା
ପଣ୍ଡିତ ସଭା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପଣ୍ଡିତ+ ସଭା)
[ସମ୍ପାଦନା]- ୧. ସଂସ୍କୃତଜ୍ଞ ପଣ୍ଡିତମାନଙ୍କ ସମ୍ମିଳନୀ —୧. Pandit- sabha; a gathering or association of learned men.
(ଯଥା—ପୁରୀ ମୁକ୍ତିମଣ୍ଡପ ସଭା)
- ୨. ଶାସ୍ତ୍ର ଚର୍ଚ୍ଚା, ବ୍ୟବସ୍ଥା ବା ନ୍ୟାୟ ଦର୍ଶନାଦି ଆଲୋଚନା କରିବା ପାଇଁ ରାଜା ଓ ଧନୀମାନଙ୍କଦ୍ୱାରା ନିମନ୍ତ୍ରିତ ପଣ୍ଡିତମାନଙ୍କର ସମ୍ମିଳନ — ୨. A gathering of Pandits invited by Rajas and rich men for holding learned discussions.