Jump to content

ପଣ୍ଡୁ

ଉଇକିଅଭିଧାନ‌ରୁ

ପଣ୍ଡୁ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମାର୍ଗଶିର ପୂର୍ଣ୍ଣିମା; ପଣ୍ଡୂ ପୂର୍ଣ୍ଣିମା — ୧. The fullmoon da of Mārgaṡira.

ଯଥା—ଥଇଲେ ପଣ୍ଡୁ ମଲେ ମଶା, ଗୋଡ଼ଫାଟୁ ଦେଲେ ମରୁକି ହସା—ଢଗ

[ଦ୍ରଷ୍ଟବ୍ୟ —ଏ ଦିନ ସ୍ତ୍ରୀ ଲୋସମାନଙ୍କର ଗୋଟିଏ ଓଷା]

୨. ଶୀତ ଋତୁର ଆରମ୍ଭ — ୨. The beginning of winter.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ପାଣ୍ଡୁର; ମାଟିଆ ମିଶା ହଳଦିଆ (ହିନ୍ଦୀ - ଶ.) — ୧. Brown.
୨. ଫକା ଧଳା —୨. Greyish white.
୩. ଈଷତ୍ ହଳଦିଆ —୩. Yellowish.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପାଣ୍ଡୁର ବର୍ଣ୍ଣ —Brown or grey colour.