Jump to content

ପଣ୍ଡ ତିଆ କଥା

ଉଇକିଅଭିଧାନ‌ରୁ

ପଣ୍ଡ ତିଆ କଥା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପଣ୍ଡିତେଇ ଭାଷା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସଂସ୍କୃତ ପଣ୍ଡିତମାନେ ସାଧାରଣତଃ ଲେଖା ଓ କଥାରେ ବ୍ୟବହାର କରିବା ସଂସ୍କୃତ ଶବ୍ଦ— ବହୁଳ ଓ ଆଡ଼ମ୍ୱରପୂର୍ଣ୍ଣ ଓଡ଼ିଆ ଭାଷା — High flown oria language as used by Pandits; affected or pedantic Oriya language.

[ଦ୍ରଷ୍ଟବ୍ୟ —ଏହିପରି ପଣ୍ଡିତିଆ ବଙ୍ଗଳା, ପଣ୍ଡିତିଆ ହିନ୍ଦି ଆଦି ଶବ୍ଦ ବ୍ୟବହୃତ ହୁଏ]