ପଣ୍ତିତ

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ଶାସ୍ତ୍ରଜ୍ଞ
  • ବିଦ୍ଵାନ୍
  • ଜ୍ଞାନୀ
  • କୌଣସି ବିଦ୍ୟାରେ ନିପୁଣ; କୁଶଳ; ଦକ୍ଷ
  • ସଙ୍ଗୀତ, ନୃତ୍ୟ ଓ ବାଦ୍ୟରେ ଦକ୍ଷ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ବିଦ୍ଵାନ୍ ବ୍ୟକ୍ତି
  • ବୁଧ ଗ୍ରହ
  • ନୃତ୍ୟ ବାଦ୍ୟଜ୍ଞ ବ୍ୟକ୍ତି; ଓସ୍ତାତ୍

ବିଶେଷଣ (ଦେଶଜ)[ସମ୍ପାଦନା]

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ସଂସ୍କୃତ ଓ ଓଡ଼ିଆ ଭାଷାର ଶିକ୍ଷକ
  • ଗୁରୁ; ଅବଧାନ
  • ସରକାରଙ୍କ ଗୁରୁ ଟ୍ରେନିଙ୍ଗ୍ ବା ପଣ୍ତିତଟ୍ରେନିଙ୍ଗ୍ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଶିକ୍ଷକ
  • ଜ୍ୟୋତିଷଜ୍ଞ ବ୍ରାହ୍ମଣ
  • ଏକ ପ୍ରକାର ଶୂଦ୍ର ଜାତି
  • କାଶ୍ମୀରୀ ବ୍ରହ୍ମଣଙ୍କର ବଂଶୋପାଧିବିଶେଷ
  • ବିହାରୀ ବ୍ରାହ୍ମଣଙ୍କର ବଂଶୋପାଧିବିଶେଷ
  • ସାଧାରଣ ଭଦ୍ର ବ୍ରାହ୍ମଣଙ୍କ ନାମ ପୂର୍ବରେ ଲାଗିବା ମାନ୍ୟାର୍ଥକ ପଦ
  • ପଣ୍ତିତ ବାର