ପଣ୍ତୁ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ମାର୍ଗଶିର ପୂର୍ଣ୍ଣିମା; ପଣ୍ତୁ ପୂର୍ଣ୍ଣିମା
  • ଶୀତ ଋତୁର ଆରମ୍ଭ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ପାଣ୍ତୁର; ମାଟିଆ ମିଶା ହଳଦିଆ
  • ଫକା ଧଳା
  • ଈଷତ୍ ହଳଦିଆ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ପାଣ୍ତୁର ବର୍ଣ୍ଣ