Jump to content

ପଣ୍ୟଜୀବ

ଉଇକିଅଭିଧାନ‌ରୁ

ପଣ୍ୟଜୀବ

ଉଚ୍ଚାରଣ

[ସମ୍ପାଦନା]
ପଣ୍ୟଜୀବା—ସ୍ତ୍ରୀ 

ପଣ୍ୟଜୀବୀ; ପଣ୍ୟ ଜୀବିକ, ପଣ୍ୟାଜୀବଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - ପୁଂ. (ବହୁବ୍ରୀହି; ପଣ୍ୟ+ ଜୀବ୍ ଧାତୁ+ ଅ)

[ସମ୍ପାଦନା]
୧. ବ୍ୟବସାୟୀ; ବେପାରୀ —୧. Tradesman.
୨. ସଉଦାଗର; ବଣିକ — ୨. Trader; merchant.