ପଣ୍ୟାକ
ଦେଖଣା
ପଣ୍ୟାକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପିଷ୍ ଧାତୁ= ଚୂର୍ଣ୍ଣ କରିବା+ କର୍ମ. ଅକ; ନିପାତନ)
[ସମ୍ପାଦନା]- ୧. ରାଶି ବା ସୋରିଷର ପିଡ଼ିଆ — ୧. OIl cake of sessamum or mustard.
- ୨. ପିଡ଼ିଆ —୨. Oil cake.
- ୩. ହେଙ୍ଗୁ —୩. Asafœtida.
- ୪. ସିହ୍ଲକ —୪. Frankincense.
- ୫. ଯାଫ୍ରାନ —୫. Saffron.
- ୬. ଶିଳା ଜତୁ (ହିନ୍ଦୀ - ଶ.) —୬. Bitumen; benzoin.