ପଣ କରିବା
ପ୍ରତିଜ୍ଞା କରିବା — To vow.
ସତ୍ୟ କରି ପଣ କରୁଛି ତୁମ୍ଭ ଅଟେ, ପାଣ୍ଡବେ ପାଞ୍ଚଳେ ହେ ରହିଲେ ମୋ ଭାଗେ କୃଷ୍ଣସିଂହ. ମହାଭାରତ. ଦ୍ରୋଣ