Jump to content

ପଣ ଗୋସାଇଁ ବାପା

ଉଇକିଅଭିଧାନ‌ରୁ

ପଣ ଗୋସାଇଁ ବାପା

ଉଚ୍ଚାରଣ

[ସମ୍ପାଦନା]

ପଣ ଗୋସେଇଁ ବାପ (ପା), ପଣ ଯେଯେ ବାପ (ପା), ପଣ ଗୁସ ବାପ (ପା), ପଣ ଗୋସାଇଁ ମାଆ—ସ୍ତ୍ରୀଅନ୍ୟରୂପ

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ପିତାମହଙ୍କ ପିତାମହ, ବୃଦ୍ଧ ପ୍ରପିତାମହ —୧. Great great grand-father.
୨. ପ୍ରପିତାମହ — ୨. Great grand-father; father of grand-father.

ବୋଇଲେରେ ପିଲେ ନ କଲେ ଆଉ ତପ ଆସିଲି ମୁଁ ତୁମ୍ଭ ପଣ ଗୋସେଇଁ ବାପ କୃଷ୍ଣସିଂହ. ମହାଭାରତ. ବନ