Jump to content

ପଣ ନାତି

ଉଇକିଅଭିଧାନ‌ରୁ

ପଣ ନାତି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ପୁଂ—(ସଂସ୍କୃତ - ପରପୌତ୍ର; ପ୍ରନପ୍ତା)

[ସମ୍ପାଦନା]
୧. ନାତିର ନାତି — ୧. Grandson's grandson.
୨. ନାତୁଣୀର ନାତି — ୨. Grand-daughter's grandson.

[ଦ୍ରଷ୍ଟବ୍ୟ —ନାତିର ପୁଅକୁ ଅଣନାତି ବୋଲାଯାଏ]