ପତକା
ଦେଖଣା
ପତକା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପତାକା)
[ସମ୍ପାଦନା]- ୧. ବାନା; ପତାକା —୧. Flag,
- ୨. ଛୋଟ ବାଳିଆ ମାଛ —୨. Small Bāḻiā fish.
[ ଦ୍ର—ଛୋଟ ଅର୍ଥରେ ଏ ଶବ୍ଦ ଅନ୍ୟ ମତ୍ସ୍ୟବାଚକ ଶବ୍ଦ ସଙ୍ଗେ ବ୍ୟବ୍ୟହୃତ ଯଥା—ବାଳିଆ ପତକା —Corresponding to the English suffix 'let' as in brook-let rivulet; stream-let. ]