ପତଙ୍ଗ ବୃତ୍ତ
ଦେଖଣା
ପତଙ୍ଗ ବୃତ୍ତ
ଉଚ୍ଚାରଣ
[ସମ୍ପାଦନା](ପତଙ୍ଗ ବୃତ୍ତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ପତଙ୍ଗ ପରି ବୃତ୍ତ=ବ୍ୟବହାର ଯାହାର)
[ସମ୍ପାଦନା]ପତଙ୍ଗ ପ୍ରକୃତିକ; ପତଙ୍ଗ ଯେପରି ଆଲୋକ ଦେଖି ଅଗ୍ନିକି ଡେଇଁ ପଡ଼େ ସେହି— ପ୍ରକାର ବିପଦ ବା ମୃତ୍ୟୁ ନିଶ୍ଚୟ ଜାଣି ସୁଦ୍ଧା ଯେଉଁ ବ୍ୟକ୍ତି ଆପାତମନୋରମ ବସ୍ତୁ ପ୍ରତି ଆକୃଷ୍ଟ ହୁଏ —Following the ways of the moth; jumping into danger knowing beforehand the dire result.