ପତଦ୍ଗ୍ରହ
ଦେଖଣା
ପତଦ୍ଗ୍ରହ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପତତ୍=ପଡ଼ୁଥିବା ଅର୍ଥାତ୍ ମୁଖକ୍ଷରିତ ଜଳଆଦି+ ଗ୍ରହ୍ ଧାତୁ+କର୍ତ୍ତୃ ଅ; ଯାହା ମୁହଁରୁ ପଡ଼ିବା ଥୁକଆଦିକୁ ଗ୍ରହଣ କରେ)
[ସମ୍ପାଦନା]- ୧. ପିକଦାନୀ — ୧. Spittle pot; spittoon.
- ୨. ଅସମୟରେ ସାହାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ହୋଇ ରଖା ଯାଇଥିବା ସେନ୍ୟଦଳ — ୨. The reserve of an army (Apte).
- ୩. ଯେଉଁ କମଣ୍ଡଳୁରେ ସନ୍ନ୍ୟାସୀମାନେ ଭିକ୍ଷାନ୍ନ ଗ୍ରହଣ କରନ୍ତି — ୩. The bowl in which ascetics receive their doles.