ପତନ
ଦେଖଣା
- ଉଡିବା
- ଚଳନ
- ସ୍ଖଳନ
- ଓହ୍ଲାଇବା
- ଖସିପଡିବା; ତଳକୁ ପଡିଯିବା; ଅଧଃପତନ
- ଭ୍ରଂଶ
- ନାଶ
- ପାପ
- ସ୍ଵଧର୍ମରୁ ସ୍ଖଳନ ବା ଚ୍ୟୁତି
- ଅସ୍ତଗମନ
- ଭୂମିରେ ନିଜ ଦେହକୁ ଦଣ୍ତବତ୍ ପକାଇବା; ଗୋଡ଼ତଳେ ପଡିବା
- ସ୍ଵାଧିକାରରୁ ବା ଧର୍ମରୁ ବା ସମ୍ମାନରୁ ଚ୍ୟୁତି; ସ୍ଵସ୍ଥାନଚ୍ୟୁତି
- ମୃତ୍ୟୁ
- ତଳକୁ ଓହଳି ପଡିବା
- ଗର୍ଭପାତ
- ବିଯୋଗ; ଫେଡାଣ
- ଗ୍ରହର ଅକ୍ଷାଂଶ
- ସମତଳତା
- ମୂଳଦୂଆପତନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପତ୍ ଧାତୁ. ଭାବ. ଅନ)
[ସମ୍ପାଦନା]- ୧. ଉଡ଼ିବା — ୧. Flying.
- ୨. ଚଳନ —୨. Motion.
- ୩. ସ୍ଖଳନ —୩. Slipping.
- ୪. ଓହ୍ଲାଇବା —୪. Descent.
- ୫. ଖସିପଡ଼ିବା; ତଳକୁ ପଡ଼ିଯିବା; ଅଧଃପତନ — ୫. Falling down; downfall.
- ୬. ଭ୍ରଂଶ —୬. Decay; decline.
- ୭. ନାଶ —୭. Ruin; destruction.
- ୮. ପାପ —୮. Sin.
- ୯. ସ୍ୱଧର୍ମରୁ ସ୍ଖଳନ ବା ଚ୍ୟୁତି —୯. Apostacy.
- ୧. ଅସ୍ତଗମନ —୧୦. Setting (as of the sun) (Apte)
- ୧୧. ଭୂମିରେ ନିଜ ଦେହକୁ ଦଣ୍ଡବତ୍ ପକାଇବା; ଗୋଡ଼ତଳେ ପଡ଼ିବା —୧୧. Laying one's self prostrate on the ground.
- ୧୨. ସ୍ୱାଧିକାରରୁ ବା ଧର୍ମରୁ ବା ସମ୍ମାନରୁ ଚ୍ୟୁତି; ସ୍ୱସ୍ଥାନଚ୍ୟୁତି — ୧୨. Falling from dignity, virtue or position.
- ୧୩. ମୃତ୍ୟୁ —୧୩ Death (Apte).
- ୧୪. (ସ୍ତନ) ତଳକୁ ଓହଳି ପଡ଼ିବା —୧୪. Hanging down; becoming flaccid (as breasts) (Apte).
- ୧୫. ଗର୍ଭପାତ —୧୫. Miscarriage (Apte).
- ୧୬. (ଗଣିତ) ବିଯୋଗ; ଫେଡ଼ାଣ — ୧୬. (arithmetic) Subtraction (Apte).
- ୧୭. (ଜ୍ୟୋତିଷ) ଗ୍ରହର ଅକ୍ଷାଂଶ — ୧୭. (astronomy) The latitude of a planet (Apte).
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପତ୍ତନ=ମୂଳଦୁଆ)
[ସମ୍ପାଦନା]- ୧. ସମତଳତା — ୧. Level.
ଯଥା—ମୋଜିଆ ପତନ
- ୨. ମୂଳୁଦୁଆ —୨. Foundation.