Jump to content

ପତନି ଆଜ୍ଞା ହେବା

ଉଇକିଅଭିଧାନ‌ରୁ

ପତନି ଆଜ୍ଞା ହେବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ମାଦଳାପାଞ୍ଜି)

[ସମ୍ପାଦନା]

କୌଣସି ବ୍ୟକ୍ତିକୁ ରାଜଙ୍କଠାରୁ ଶା଼ଢ଼ୀ ବା ଅଧିକାର ଦିଆ ଯିବା —A person being granted a cloth in token of a certain honour or office.