ପତପତ
ଦେଖଣା
ପତପତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]=== ଦେଶଜ - ଅ. (ଧ୍ୱନ୍ୟନୁକରଣ)
- ୧. ବାୟୁ ଚାଳିତ ପତ୍ରଦିର ଶବ୍ଦ — ୧. The rustling sound of moving leaves.
ମରମର ପତପତ ତରୁ ପତ୍ରଗଣ—ନନ୍ଦକିଶୋର, ନିର୍ଝରିଣୀ
- ୨. ଭୋକ ଶୋଷରେ ଅତି ଆକ୍ରାନ୍ତ — ୨. Overpowered with hunger and thirst.
(ଯଥା—ସେ ପିଲାଟି ଭୋକରେ ପତପତ ହେଉଅଛି)
- ୩. (ଭୟାଦିରେ) ପୁଚୁପୁଚୁ; କ୍ରାନ୍ତ — ୩. Enervated through fear.