Jump to content

ପତରଖଣ୍ଡି ଦିଖଣ୍ଡି କରିବା

ଉଇକିଅଭିଧାନ‌ରୁ

ପତରଖଣ୍ଡି ଦିଖଣ୍ଡି କରିବା

ଉଚ୍ଚାରଣ

[ସମ୍ପାଦନା]

(ପତର ଖଣ୍ଡିକ ଦିଖଣ୍ଡି ନ କରିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କିଛି ମାତ୍ର କାମ ନ କରି ନିଷ୍କର୍ମା ହୋଇ ବସି ରହିବା— — To idle way one's time.

ମାମୁଁ ଘରେ ବସି ସେ ପତର ଖଣ୍ଡି ଦିଖଣ୍ଡି କରୁଛି—ଢଗ