Jump to content

ପତର କଟା

ଉଇକିଅଭିଧାନ‌ରୁ

ପତର କଟା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

(ଯେଉଁମାନେ ତାଳପତ୍ର କାଟି ଲେଖନ୍ତି) କରଣଜାତି —The writer or Karaṇa caste.

ପତର କଟ; ତନ୍ତର କଟା, ଗଉଡ଼ୁଣୀ, ମାଈ ଏ ଚାରି ଜାତିକି ବିଶ୍ୱାସ ନାଇଁ—ସମ୍ୱଲପୁର ପ୍ରବଚନ