ପତର କାଟିବା
ଦେଖଣା
ପତର କାଟିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପତର କାଟିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଭୋଜନ ପାଇଁ ବ୍ୟବହୃତ ହେବା ନିମନ୍ତେ କଦଳୀ ଗଛରୁ ପତ୍ର ଦାଆ ଆଦିଦ୍ୱାରା କାଟିବା —୧. To cut plantain leaves from the trees for being used as plates during meal.
- ୨. ଲେଖିବା ପାଇଁ ତାଳପତ୍ରର ପାର୍ଶ୍ୱସ୍ଥ ଅଂଶମାନ ଲେଖନଦ୍ୱାର ସଜାଡ଼ି କରି କାଟିବା —୨. To cut the edges of a palm leaf with the blade of a Lekhana (iron pen) to make it of proper size for writing upon.