Jump to content

ପତର ଗୋଟିଆ

ଉଇକିଅଭିଧାନ‌ରୁ

ପତର ଗୋଟିଆ

ଉଚ୍ଚାରଣ

[ସମ୍ପାଦନା]

ପତର ଗୋଟେଈ, ପତର ସାଉଣ୍ଟୀସ୍ତ୍ରୀ

(ପତର ସାଉଣ୍ଟା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. କାଷ୍ଠ ଅଭାବରୁ ଚୁଲିରେ ଜାଳିବା ନିମନ୍ତେ ଯେ ଗଛରୁ ଝଡ଼ିଥିବା ଶୁଖିଲା ପତ୍ର— ସଂଗ୍ରହ କରେ —୧. One who gathers dry leaves fallen from trees to use as fuel.
୨. ଅତି ଗରିବ —୨. Very poor.