Jump to content

ପତର ଝଡ଼ା

ଉଇକିଅଭିଧାନ‌ରୁ

ପତର ଝଡ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶୀତ ଋତୁରେ ଗଛମାନଙ୍କରୁ ପତ୍ରଯାକ ଝଡ଼ି ପଡ଼ିବା —୧. The falling of leaves from trees in winter.

(ପତରଝଡ଼ାଦେବା—କ୍ରିୟା)

[ ଦ୍ର—ପୁଷ ଓ ମାଘ ମାସରେ ଅଧିକାଂଶ ଗଛରୁ ପୁରୁଣା ପତ୍ରମାନ ଝଡ଼ି ପଡ଼େ ଓ ବସନ୍ତ ଋତୁ (ଫଗୁଣ ଓ ଚୈତ୍ର)ରେ ଗଛରେ ନୂଆ ପତ୍ରମାନ କଅଁଳେ ]

୨. (ଲକ୍ଷଣାର୍ଥ) ଶୁଖିଯିବା —୨. The state of becoming Shrivelled and shrunk.

(ଯଥା—ଏତେ ଖାଇ ଏତେ ପିଇ ସେ ପିଲାଟା ପତରଝଡ଼ା ଦଉଚି)